ଆଜି ଜୟଲଳିତାଙ୍କ ଆସନରେ ହେବ ଉପନିର୍ବାଚନ

ଚେନ୍ନାଇ: ଆଜି ଚେନ୍ନାଇ ଆର୍କେ ନଗର ବିଧାନସଭା ଉପନିର୍ବାଚନ ହେବ। ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଳଲିତାଙ୍କ ମୃତ୍ୟୁ ପରେ ଦୀର୍ଘଦିନ ଧରି ଏହି ଆସନଟି ଖାଲି ରହିଛି। ଅନେକ ଦିନର ବ୍ୟବଧାନ ପରେ ଏହି ଆସନ ପାଇଁ ଭୋଟ ଗ୍ରହଣ କରାଯିବ। ଏଥିପାଇଁ ଆସନ୍ତାକାଲି ସକାଳ ୮ଟାରେ ଭୋଟଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ। ନିର୍ବାଚନରେ ୫୯ ଜଣ ପ୍ରାର୍ଥୀ ଲଢ଼ୁଥିବା ବେଳେ ଏଥିରେ ମୁଖ୍ୟତଃ ତ୍ରିମୁଖୀ ଲଢ଼େଇ ହେବ। ଏଆଇଡିଏମ୍‌କେ ପକ୍ଷରୁ … Continue reading ଆଜି ଜୟଲଳିତାଙ୍କ ଆସନରେ ହେବ ଉପନିର୍ବାଚନ